୨୦୧୯ ରେ ଭାରତ ର ପ୍ରଧାନମନ୍ତ୍ରୀ କିଏ ହେବେ? କମେଣ୍ଟ ରେ ନିଜ ପସନ୍ଦ ର ନେତା ର ନା ଲେଖନ୍ତୁ

୨୦୧୯ ରେ ଭାରତ ର ପ୍ରଧାନମନ୍ତ୍ରୀ କିଏ ହେବେ? କମେଣ୍ଟ ରେ ନିଜ ପସନ୍ଦ ର ନେତା ର ନା ଲେଖନ୍ତୁ 

୨୦୧୯ ର ଭୋଟ ପାଖେଇ ଆସୁଛି , ବିଭିନ୍ନ ଦଳ ଜିତିବା ପାଇଁ ଅନେକ ଆୟୋଜନ କରୁଛନ୍ତି 
କିନ୍ତୁ କିଏ ୨୦୧୯ ରେ ଜିତିବା ତାହା ନିର୍ଧାରଣ କରିବେ ସାଧାରଣ ଜନତା 


ଆମେ ଅନେକ ଲୋକଙ୍କୁ ପଚାରି ବୁଝି ଥିଲୁ - ତାଙ୍କର ପ୍ରଥମ ପସନ୍ଦ କିଏ ?
ଅଧିକାଂଶ ଲୋକ ନରେନ୍ଦ୍ର ମୋଦି ଙ୍କୁ ଆଉ ଥରେ ପ୍ରଧାନମନ୍ତ୍ରୀ ରୂପେ ଦେଖିବାକୁ ଚାହାନ୍ତି 

କିଛି ଲୋକ ରାହୁଲ ଗାନ୍ଧୀ ଙ୍କୁ ମଧ୍ୟ ପ୍ରଧାନ ମନ୍ତ୍ରୀ ଭାବେ ବାଛି ଥିଲେ 


ଆପଣ କାହାକୁ ଭୋଟ ଦେବେ ? ଆପଣଙ୍କର ପ୍ରଥମ ପସନ୍ଦ କିଏ ?
୧. ରାହୁଲ ଗାନ୍ଧୀ 
୨. ନରେନ୍ଦ୍ର ମୋଦି 

କମେଣ୍ଟ ରେ ନିଜ ପସନ୍ଦର ନେତା ର ନା ଲେଖନ୍ତୁ 
Share on Google Plus

About Gun Blood Cheats

    Blogger Comment
    Facebook Comment

2 comments: