ବିଶ୍ୱ ଭ୍ରଷ୍ଟାଚାର ରିପୋର୍ଟ -ମୋଦି ଙ୍କ ନୀତି ରେ ଭାରତ ରେ କମିଛି ଭ୍ରଷ୍ଟାଚାର ଦେଖନ୍ତୁ ସବୁ ଦେଶ ର Rank

ଭାରତ ୨୦୧୪ ରେ ବିଶ୍ୱ ଭ୍ରଷ୍ଟାଚାର ରିପୋର୍ଟ ରେ ୮୫ ସ୍ଥାନ ରେ ଥିଲା , ୨୦୧୭ ରେ ୮୧ ସ୍ଥାନ ରେ ଥିଲା
ମୋଦି ଙ୍କ ଉପଯୁକ୍ତ ନୀତି ଓ ନିୟମ ପାଇଁ ଭାରତ ରେ ଅନେକ ମାତ୍ରା ରେ ଭ୍ରଷ୍ଟାଚାର କମିଛି


ବର୍ତ୍ତମାନ ଜାରି ହୋଇ ଥିବା ରିପୋର୍ଟ ରେ ଭାରତ ର ସ୍ଥାନ ୭୮ ରହିଛି , ୧୮୦ ଟି ଦେଶ କୁ ନେଇ ପ୍ରସ୍ତୁତ ହୋଇ ଥିବା ଏହି ରିପୋର୍ଟ ରେ ସବୁ ଠାରୁ ଭ୍ରଷ୍ଟ ଦେଶ ଭାବେ ସୋମାଲିଆ ୧୮୦ ସ୍ଥାନ ରେ ରହିଛି
ଆମେରିକା ,ପାକିସ୍ତାନ,ଚୀନ ଏବଂ ରୂସଷିଆ ର ସ୍ଥାନ ତଳକୁ ଖସିଛି
ଏହି ଦେଶ ମାନଙ୍କରେ ପୂର୍ବ ବର୍ଷ ଅପେକ୍ଷା ଭ୍ରଷ୍ଟାଚାର ବଢିଛି

ସବୁ ଠାରୁ ଉତ୍ତମ ଦେଶ ଭାବେ ଡେ଼ନମାର୍କ କୁ ପ୍ରଥମ ସ୍ଥାନ ମିଳିଛି
ଡେ଼ନ୍ମାର୍କ ରେ ସବୁଠୁ କମ ଲାଞ୍ଚ ଦିଆନିଆ ହୁଏ

ଚୀନ ଓ ପାକିସ୍ତାନ ର ଅବସ୍ଥା ଖରାପ

ଏହି ରିପୋର୍ଟ ରେ ଚୀନ ୮୭ ସ୍ଥାନ ରେ ରହିଛି
ପାକିସ୍ଥାନ ର ଅବସ୍ଥା ଆହୁରି ଖରାପ ଅଛି
୧୮୦ ଟି ଦେଶ ମଧ୍ୟ ରୁ ପାକିସ୍ଥାନ ୧୧୭ ସ୍ଥାନ ରେ ରହିଛି
ଏହି Rank ରୁ ପାକିସ୍ଥାନ ର ଦୟନୀୟ ଅବସ୍ଥା ସହଜ ରେ ଅନୁମେୟ 
Share on Google Plus

About Gun Blood Cheats

    Blogger Comment
    Facebook Comment

0 comments:

Post a Comment