ମାୟାବତୀ ଓ ମୁଲାୟମ ଭାରତ ର ଭଲ ନେତା - ଅରବିନ୍ଦ କେଜ୍ରିୱାଲ

ପାଞ୍ଚ ବର୍ଷ ଆଗରୁ ଭ୍ରଷ୍ଟାଚାର ର ବିରୋଧ ରେ ସଂଗ୍ରାମ କରି ଆନ୍ନା ଆନ୍ଦୋଳନ ରୁ ବାହାରି ଥିବା ଅରବିନ୍ଦ କେଜ୍ରିୱାଲ ଯେଉଁ ନେତା ମାନଙ୍କୁ ଭ୍ରଷ୍ଟ ଓ ଅପରାଧୀ ବୋଲି କହୁ ଥିଲେ
ଆଜି ତାଙ୍କ ସାଥି ରେ ମିଶି ଗଠ ବନ୍ଧନ କରୁଛନ୍ତି

ଭ୍ରଷ୍ଟ ନେତା ମାନଙ୍କ ଲିଷ୍ଟ ବାହାର କରି ଥିଲେ ସେ , ଯେଉଁ ଲିଷ୍ଟ ରେ ମାୟାବତୀ ,ମୁଲାୟମ ସିଂ ଯାଦବ ,ରାହୁଲ ଗାନ୍ଧୀ ଓ ଆଉ ବହୁତ ନେତା ମାନଙ୍କ ନାମ ଥିଲା
ଆଜି କିନ୍ତୁ କେଜ୍ରିୱାଲ ଙ୍କର ଭ୍ରଷ୍ଟ ଲିଷ୍ଟ ବଦଳି ଯାଇଛି

ତାଙ୍କ ନଜର ରେ ମାୟାବତୀ ସବୁ ଠାରୁ ଭଲ ନେତା ପାଲଟି ଯାଇଛନ୍ତି
କେଜ୍ରିୱାଲ ଙ୍କ ନଜର ରେ ମୁଲାୟମ ସବୁ ଠାରୁ ସ୍ୱଚ୍ଛ ନେତା

କେଜ୍ରିୱାଲ ଙ୍କ ସମର୍ଥକ ମାନଙ୍କୁ ଏକ ଶକ୍ତ ଧକ୍କା ଲାଗିଛି

ଆପଣ ମାନେ କେଜ୍ରିୱାଲ ଙ୍କ ଏହି ନୀତି କୁ ସମର୍ଥନ କରୁଛନ୍ତି କି
କମେନ୍ଟ ବକ୍ସ ରେ ମତାମତ ଦିଅନ୍ତୁ 
Share on Google Plus

About Gun Blood Cheats

    Blogger Comment
    Facebook Comment

0 comments:

Post a Comment