କେନ୍ଦ୍ର ଦେଇଥିବା ଟଙ୍କା ଖର୍ଚ କରି ପାରୁନି ନବୀନ ସରକାର - କିନ୍ତୁ ଫଣ୍ଡ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛି

କେନ୍ଦ୍ର ଦେଇଥିବା ଟଙ୍କା ଖର୍ଚ କରି ପାରୁନି ନବୀନ ସରକାର - କିନ୍ତୁ ଫଣ୍ଡ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛି 

ସବୁ ବେଳେ ନବୀନ ସରକାର ଫଣ୍ଡ ମିଳୁନି ବୋଲି ମେଡିଆ ଆଗରେ ପ୍ରକାଶ କରିଛି , କୁମ୍ଭୀର କାନ୍ଦଣା କରି ଲୋକଙ୍କୁ ଭୁଆଁ ବୁଲେଇଛି 
କିନ୍ତୁ ଅସଲ କଥା ଏବେ ପଦା କୁ ଆସି ଯାଇଛି 

TimesOfIndia ରେ ସଦ୍ୟ ପ୍ରକାଶିତ ଖବର ରେ ଦର୍ଶ ଯାଇଛି ଯେ ଓଡିଶା ର କେହି ଜଣେ ବି ସାଂସଦ MPLAD ଫଣ୍ଡ ର ୨୫ କୋଟି ଟଙ୍କା କୁ ସାରି ପରି ନାହାନ୍ତି 


ଅନ୍ୟ ଏକ ଖବର ରେ କୁହ ଯାଇଛି ଯେ ଓଡିଶା ସରକାର ଖର୍ଚ କରି ନ ପାରି ୪ ହଜାର କୋଟି ଟଙ୍କା କେନ୍ଦ୍ର କୁ ଫେରେଇ ଦେଇଛନ୍ତି 

ଏଠି ପାଇଁ ଦାୟୀ କିଏ ?
ଓଡିଶା ସରକାର ନା କେନ୍ଦ୍ର ସରକାର 
Share on Google Plus

About Gun Blood Cheats

    Blogger Comment
    Facebook Comment

0 comments:

Post a Comment